-
ହଁ
-
1) ଯଦି ଆପଣ ପଞ୍ଜିକୃତ ହୁଅନ୍ତି, ଆପଣ ଅଗ୍ରଗତି ଇତିହାସ ସହ ଅଗ୍ରଗତି ସୂଚନା ପାଇବେ |
2) ଏକ ଛୋଟ ଦାନ ଦ୍ୱାରା ଆପଣ ବିଜ୍ଞାପନ ବିନା ଶିଖିପାରିବେ |
-
ଆପଣଙ୍କ ତରଫରୁ ଏକ ଛୋଟ ଦାନ ପରେ ଆମେ ଆପଣଙ୍କ ଆକାଉଣ୍ଟରୁ ବିଜ୍ଞାପନ ହଟାଇ ଦେବୁ | ଦୟାକରି ଧୈର୍ଯ୍ୟ ଧରନ୍ତୁ, କାରଣ ଏହା ଏକ ହସ୍ତଚାଳିତ ପ୍ରକ୍ରିୟା |
-
ଆପଣ ସାହାଯ୍ୟ କରିପାରିବେ – 1) ଆପଣ ଯାହା ଭଲ ଲାଗେ ଓ ଲାଗେ ନାହିଁ ସେ ବିଷୟରେ ମନ୍ତବ୍ୟ ଲେଖି |
2) ଶିଖିବା ଅଭିଜ୍ଞତା କିପରି ଉନ୍ନତ କରାଯାଇ ପାରିବ (ଏବଂ ଅଦ୍ୟ ଅନ୍ୟ ବିଷୟ ମଧ୍ୟ) ସে ସଂପର୍କରେ ଆପଣଙ୍କ ଧାରଣା ଲେଖି |
3) ବନ୍ଧୁମାନଙ୍କୁ ଆମ ବିଷୟରେ ଜଣାଇ (ସାମାଜିକ ନେଟ୍ୱର୍କରେ ଆମ ୱେବସାଇଟ୍ ଅଂଶୀଦାର କରି, https://www.facebook.com/TouchTypingStudy ରେ ଆମ ସହ ଯୋଗ ଦେଇ)
-
ସ୍ପର୍ଶ-ଟାଇପ୍ ଭଲ ଭାବରେ ଶିଖିବା ପାଇଁ ଆବଶ୍ୟକ ସମୟ ଆପଣଙ୍କ ଉପରେ ନିର୍ଭର କରେ | ନିୟମିତ ଅଭ୍ୟାସ କରିବା ଜରୁରୀ | ଭଲ ଫଳ ପାଇଁ ଆମେ ଆପଣଙ୍କୁ ଦିନକୁ ଅତି କମ୍ରେ ଗୋଟିଏ ପାଠ ଅଭ୍ୟାସ କରିବାକୁ ପରାମର୍ଶ ଦେଉ |
ମନେ ରଖନ୍ତୁ, ସମସ୍ତ ଅକ୍ଷର କୁଆଡ଼େ ଅଛି ଜାଣିଥିଲେ ଦ୍ରୁତ ଟାଇପ୍ ପାଇଁ ଆପଣ ପ୍ରସ୍ତୁତ ବୋଲି ଅର୍ଥ ନୁହଁ | ଆଙ୍ଗୁଠିଗୁଡ଼ିକ ଆବଶ୍ୟକ ଗତି ଛାଞ୍ଚ ଅଥବା ତଥାକଥିତ “ମାଂସପେଶୀ ଗତି ସ୍ମୃତି” ବିକଶିତ କରିବା ଆବଶ୍ୟକ, ଯାହା ଦ୍ୱାରା ଚାବି ବିଷୟରେ ଚିନ୍ତା ନ କରି ବା କୀବୋର୍ଡ଼ ଆଡ଼େ ନ ଦେଖି ଟାଇପ୍ ହୋଇ ପାରିବ | ସ୍ୱୟଂଚାଳିତ ଗତି କେବଳ ବହୁ ପୁନରାବୃତ୍ତି ଦ୍ୱାରା ଆସିଥାଏ | ମନେ ରଖନ୍ତୁ – କେବଳ ଅଭ୍ୟାସ ହିଁ ସିଦ୍ଧ କରେ – ଅଦ୍ୟ କିଛି ନୁହଁ!
-
WPM ମାପିବା ପାଇଁ ପ୍ରୋଗ୍ରାମ ଗଣନା କରେ ଆପଣ ପ୍ରତି ମିନିଟ୍ରେ କେତେ ଶବ୍ଦ ଟାଇପ୍ କଲେ: ଖାଲି ସ୍ଥାନ ଓ ବିରାମ ଚିହ୍ନ ସହ 1 ଶବ୍ଦ = 5 ଅକ୍ଷର |
-
ବୈଷୟିକ ଦୃଷ୍ଟିରୁ ଆପଣଙ୍କୁ କେବଳ ଇଣ୍ଟରନେଟ୍ ସଂଯୋଗ ଦରକାର | ତଥାପି, ଆପଣଙ୍କ ସ୍ପର୍ଶ ଟାଇପ୍ ଦକ୍ଷତା ଉନ୍ନତ କରିବା ପାଇଁ ଉଦ୍ୟମ ଓ ଇଚ୍ଛାଶକ୍ତି ମଧ୍ୟ ଲୋଡ଼ା |
-
ଦୟାକରି ନିଶ୍ଚିତ କରନ୍ତୁ ଯେ ଟାଇପ୍ ଆରମ୍ଭ କଲାବେଳେ Caps Lock ଅନ୍ ନ ଥିବ | Caps Lock ଅନ୍ ଥିଲେ ପ୍ରୋଗ୍ରାମ ଆପଣଙ୍କୁ Shift ଚାବି ଓ ସଂପୃକ୍ତ ଅକ୍ଷର ଏକ ସଙ୍ଗରେ ଦବାଇବାକୁ କହିଥାଏ |
-
ଟାଇପିଂ ଅଧ୍ୟୟନ ସେ ସମସ୍ତଙ୍କ ପାଇଁ ଯେଉଁମାନେ ସ୍ପର୍ଶ ଟାଇପ୍ ଦକ୍ଷତା ବିକଶିତ କରିବାକୁ ଚାହୁଁଛନ୍ତି | ସ୍ପର୍ଶ ଟାଇପ୍ ହେଉଛି ଏକ ଦକ୍ଷତା ଯାହା ସଠିକ୍ ଚାବି ଖୋଜିବା ପାଇଁ କୀବୋର୍ଡ଼ ଆଡ଼େ ନ ଦେଖି ଟାଇପ୍ କରିବାକୁ ସମର୍ଥ କରାଏ |
-
ହଁ, ଟାଇପିଂ ଅଧ୍ୟୟନ ଅକ୍ଷର-ବୈକଳ୍ୟ ଥିବା ଲୋକଙ୍କ ପାଇଁ ମଧ୍ୟ ଉପଯୁକ୍ତ | ସ୍ପର୍ଶ ଟାଇପ୍ ଦକ୍ଷତା ଦ୍ୱାରା, ଅକ୍ଷର-ବୈକଳ୍ୟ ଥିବା ଜଣଙ୍କ ପାଖରେ ସ୍ପର୍ଶ ଟାଇପ୍ ଦକ୍ଷତାହୀନ ଜଣଙ୍କ ଅପେକ୍ଷା ଏକ ସ୍ପଷ୍ଟ ସୁବିଧା ଅଛି | (ଯେହେତୁ ଅକ୍ଷର-ବୈକଳ୍ୟ ଥିବା କେତେକ ଲୋକ ହସ୍ତଲିଖିତ ଅକ୍ଷରରେ ଅସୁବିଧା ଅନୁଭବ କରନ୍ତି, ଟାଇପ୍ ହୋଇଥିବା ଅକ୍ଷର ଗତି ଓ ପଠନ ଯୋଗ୍ୟତା ଦୁଇ ଦୃଷ୍ଟିରୁ ସେମାନଙ୍କୁ ବହୁ ଉପକୃତ କରିବ |) ଏବଂ ଅବଶ୍ୟ ଅକ୍ଷର ସଂଗଣକରେ ରହିଲେ ବହୁ ସୁବିଧା, କାରଣ ସେତେବେଳେ ଜଣ ବନାନ ଯାଞ୍ଚ କରି ପାରିବ!